ପ୍ରକ୍ରୀୟା Prakrīyā

  • ଗ୍ରା. ବି. (ପଦ୍ୟ) — ପରକୀୟା (ଦେଖ) — Parakīyā (See)
  • ଗ୍ରା. ବି. (ପଦ୍ୟ) — ପ୍ରକ୍ରୀୟା ରସ ଭେଦ ଦୁଇ, ବିଟପା ଶୁଦ୍ଧପ୍ରେମା ହୋଇ। ଭୂପତି. ପ୍ରେମପଞ୍ଚାମୃତ।