ପ୍ରକ୍ରାନ୍ତ Prakrānta
- ସଂ. ବିଣ (ପ୍ର+କ୍ରମ୍ ଧାତୁ+କର୍ମ. ତ) — ଅପସାରିତ; ଦୂରୀକୃତ — Removed
- ସଂ. ବିଣ (ପ୍ର+କ୍ରମ୍ ଧାତୁ+କର୍ମ. ତ) — (+ କର୍ତ୍ତୃ. ତ) ଗତି; ତିରୋହିତ — Gone away; retired; disappeared
- ସଂ. ବିଣ (ପ୍ର+କ୍ରମ୍ ଧାତୁ+କର୍ମ. ତ) — ଆରବ୍ଧ; କୃତାରମ୍ଭ — Commenced
- ସଂ. ବିଣ (ପ୍ର+କ୍ରମ୍ ଧାତୁ+କର୍ମ. ତ) — ପ୍ରସ୍ତାବିତ — Proposed
- ସଂ. ବିଣ (ପ୍ର+କ୍ରମ୍ ଧାତୁ+କର୍ମ. ତ) — ଅତିକ୍ରାନ୍ତ — Surpassed