ପ୍ରକ୍ରମଣ Prakramaṇa

  • ସଂ. ବି. (ପ୍ର+କ୍ରମ୍ ଧାତୁ+ଭାବ. ଅନ) — ପ୍ରକ୍ରମ (ଦେଖ) — Prakrama (See)
  • ସଂ. ବି. (ପ୍ର+କ୍ରମ୍ ଧାତୁ+ଭାବ. ଅନ) — ଆଗକୁ ଯିବା (ହି. ଶ) — Advancing
  • ସଂ. ବି. (ପ୍ର+କ୍ରମ୍ ଧାତୁ+ଭାବ. ଅନ) — (ପ୍ର+କ୍ରମ୍ ଧାତୁ ଣିଚ୍+ଭାବ. ଅନ)— ପାରି କରିବା (ହି. ଶ) — Taking across; ferrying across
  • ସଂ. ବି. (ପ୍ର+କ୍ରମ୍ ଧାତୁ+ଭାବ. ଅନ) — ଆରମ୍ଭ କରିବା (ହି. ଶ) — Commencing