ପ୍ରକୃତିଜ Prakṛutija
- ସଂ. ବିଣ (ପ୍ରକୃତି+ଜନ୍ ଧାତୁ+କର୍ତ୍ତୃ. ଅ) — ସ୍ୱଭାବଜାତ — Inborn; innate; produced from nature
- ସଂ. ବିଣ (ପ୍ରକୃତି+ଜନ୍ ଧାତୁ+କର୍ତ୍ତୃ. ଅ) — ପ୍ରାକୃତିକ — Natural
- ବି — ପ୍ରକୃତିଠାରୁ ଉତ୍ପନ୍ନ ସତ୍ୱ; ରଜଃ ଓ ତମଃ ଗୁଣତ୍ରୟ — The 3 prime qualities of matter