ପ୍ରକୃତି ରଞ୍ଜନ Prakṛuti ran̄jana

  • ସଂ. ବି—( 6 ଷ୍ଠୀ ତତ୍; ପ୍ରକୃତି+ରଞ୍ଜନ) — ନ୍ୟାୟ ଓ ଦୟାପୂର୍ଣ୍ଣ ଶାସନ ଦ୍ୱାରା ପ୍ରଜା— ମାନଙ୍କର ସନ୍ତୋଷ ବିଧାନ — Satisfying the subjects by just and merciful administration
  • ସଂ. ବି—( 6 ଷ୍ଠୀ ତତ୍; ପ୍ରକୃତି+ରଞ୍ଜନ) — [ଦ୍ର—ରାଜା ଶବ୍ଦର ପ୍ରକୃତିଗତ ଅର୍ଥ 'ଯେ ପ୍ରଜାଙ୍କୁ ରଞ୍ଜନ କରନ୍ତି'। ପ୍ରକୃତି ପୁଞ୍ଜଙ୍କୁ ସନ୍ତୁଷ୍ଟ କରିବା ଯୋଗୁଁ ରାଜାଙ୍କୁ 'ରାଜା' ବୋଲାଯାଏ।]