ପ୍ରକୃତି ମେଣ୍ଟାଣ Prakṛuti meṇṭāṇa
- ଦେ. ବି — ନିଜର ପ୍ରକୃତିର ଅନୁକୂଳ କୌଣସି କାର୍ଯ୍ୟ କରିବା; ପ୍ରକୃତିର ଆନୁକୂଲ୍ୟ ସାଧନ — Satisfaction of the cravings of one's nature
- ଦେ. ବି — ନିଜର ଅଭ୍ୟାସଗତ କୌଣସି କାର୍ଯ୍ୟ କରିବା ଦ୍ୱାରା ନିଜର ମନର ତୃପ୍ତି ସାଧନ — 1. Satisfaction of the cravings due to one's habits