ପ୍ରକୃତି ମେଣ୍ଟାଇବା Prakṛuti meṇṭāibā

  • ଦେ. କ୍ରି — ନିଜର ପ୍ରକୃତିର ଅନୁକୂଳ କୌଣସି କାର୍ଯ୍ୟ କରି ନିଜର ମନକୁ ତୃପ୍ତ କରିବା — To satisfy the cravings of one's nature
  • ଦେ. କ୍ରି — ନିଜର ଅଭ୍ୟାସଗତ କୌଣସି କାର୍ଯ୍ୟ କରି ନିଜର ମନକୁ ତୃପ୍ତ କରିବା — 1. To satisfy the cravings due to one's habits
  • ଦେ. କ୍ରି — ନିଜର ପାଶବ ବୃତ୍ତିକୁ ଚରିତାର୍ଥ କରିବା — To satisfy the cravings of one's animal propensities
  • ଦେ. କ୍ରି — ମନର ସାଧ ମେଣ୍ଟାଇବା — To satisfy one's desires