ପ୍ରକୃତି ପୂଜା Prakṛuti pūjā

  • ସଂ. ବି ( 6 ଷ୍ଠୀ ତତ୍; ପ୍ରକୃତି+ପୂଜା) — ଜଡ଼ ପୂଜା — The worship of nature; nature-worship
  • ସଂ. ବି ( 6 ଷ୍ଠୀ ତତ୍; ପ୍ରକୃତି+ପୂଜା) — ଶିବ ଲିଙ୍ଗ ପୂଜା; ଈଶ୍ୱରଙ୍କୁ ଶିବ ଲିଙ୍ଗ ରୂପେ କଳ୍ପନା କରି ପୂଜା କରିବା — Phallism; the worship of the phallic emblem as God