ପ୍ରକାଶ Prakāṡa
- ସଂ. ବି (ପ୍ର+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ତେଜଃ; ଦୀପ୍ତି; ଆଲୋକ; ଜ୍ୟୋତିଃ — Light; lustre
- ସଂ. ବି (ପ୍ର+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ଚାକଚକ୍ୟ — Splendour; brilliance; dazzle
- ସଂ. ବି (ପ୍ର+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ଉଜ୍ଜ୍ୱଳତା — Brightness
- ସଂ. ବି (ପ୍ର+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ଶୋଭା — Beauty; elegance
- ସଂ. ବି (ପ୍ର+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ସ୍ପଷ୍ଟତା; ବ୍ୟକ୍ତତା — Clearness
- ସଂ. ବି (ପ୍ର+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ବିକାଶ; ଜାହିରି; ଜାରୀ; ଅଭିବ୍ୟକ୍ତି — Manifestation; display; appearance
- ସଂ. ବି (ପ୍ର+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ପ୍ରସାରଣ; ବିସ୍ତାର — Expansion; diffusion
- ସଂ. ବି (ପ୍ର+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ପ୍ରସିଦ୍ଧି; ପ୍ରଚାର — Publicity; publication; promulgation
- ସଂ. ବି (ପ୍ର+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ପ୍ରକଟନ; ବ୍ୟକ୍ତ କରଣ — Displaying; revelation
- ସଂ. ବି (ପ୍ର+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ପ୍ରସ୍ଫୁଟନ; (ଫୁଲର) ଫୁଟିବା — Blowing (e.g. of a flower)
- ସଂ. ବି (ପ୍ର+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ଯଶଃ; ଖ୍ୟାତି — Renown; fame
- ସଂ. ବି (ପ୍ର+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ଆବିଷ୍କାର — Discovery