ପ୍ରକାଶ୍ୟ Prakāṡya

  • ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ଯ) — ପ୍ରକାଶ କରିବାର ଯୋଗ୍ୟ — Fit to be published or brought to light; publishable
  • ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ଯ) — ଯାହା ପରେ ପ୍ରକାଶିତ ହେବ — Which will be published; to be published
  • ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ଯ) — ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ — Opened to the public
  • ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ଯ) — ଦୃଶ୍ୟ — Visible
  • ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ଯ) — ଯାହା ଗୋପନୀୟ ନୁହେଁ — Not private; public