ପ୍ରକାଶ୍ୟ ସ୍ଥାନ ମଇଲା କରିବା Prakāṡya sthāna mailā karibā

  • ଦେ. ବି. — ସର୍ବସାଧାରଣଙ୍କ ଦୃଷ୍ଟିରେ ପଡ଼ିବା ସ୍ଥାନକୁ ଅପରିଷ୍କାର କରିବା (ଏହା ଭାରତୀୟ ଦଣ୍ଡବିଧି ଆଇନରେ ଅପରାଧ ରୂପେ ଗଣିତ) — Public nuisance (an offence under the Indian Penal Code.)