ପ୍ରକାଶିବା Prakāṡibā

  • ଦେ. କ୍ରି (ପଦ୍ୟ) — ପ୍ରକାଶିତ ହେବା — To become visible; to appear
  • ଦେ. କ୍ରି (ପଦ୍ୟ) — ପ୍ରକାଶିତ କରିବା; ଦର୍ଶାଇବା; ବ୍ୟକ୍ତ କରିବା — To exhibit; to give vent to
  • ଦେ. କ୍ରି (ପଦ୍ୟ) — କାମିନୀ ପ୍ରକାଶନ୍ତି ଭାବ ସଙ୍କେତେ—ରାଧାନାଥ, ମେଘଦୂତ।
  • ଦେ. କ୍ରି (ପଦ୍ୟ) — କହିବା — To say
  • ଦେ. କ୍ରି (ପଦ୍ୟ) — କଳକଣ୍ଠ କଳ କଳକୁ ଶୁଣିଲେ ପ୍ରକାଶେ ପ୍ରିୟ ମନୋରମ— ଭଞ୍ଜ. ପ୍ରେମସୁଧାନିଧି।
  • ଦେ. କ୍ରି (ପଦ୍ୟ) — (ରାତ୍ରି) ପାହିବା — (the night) To dawn
  • ଦେ. କ୍ରି (ପଦ୍ୟ) — ଏମନ୍ତେ ପ୍ରକାଶିଲା ନିଶି ଏବେ ଦ୍ୱାରକାପୁରେ ପଶି—ଜଗନ୍ନାଥ, ଭାଗବତ।
  • ଦେ. କ୍ରି (ପଦ୍ୟ) — ପ୍ରସ୍ଫୁଟିତ ହେବା; ଫୁଟିବା — To be blown; to expand
  • ଦେ. କ୍ରି (ପଦ୍ୟ) — ଦମୟନ୍ତୀ ହୃଦକମଳ ପ୍ରକାଶିଲା—କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି (ପଦ୍ୟ) — ପ୍ରଚାର କରିବା; ପ୍ରକଟିତ କରିବା — To publish