ପ୍ରକାଶିତ Prakāṡita
- ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ତ) — ଉଦ୍ଭାସିତ; ଦୀପ୍ତ — Glittering
- ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ତ) — ପ୍ରସ୍ଫୁଟିତ — Blown
- ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ତ) — ବ୍ୟକ୍ତ — Manifest; displayed
- ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ତ) — ଜ୍ଞାନଗମ୍ୟ; ପ୍ରକଟ — Evident; apparent
- ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ତ) — ଶୋଭିତ — Beautified
- ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ତ) — ରାଷ୍ଟ୍ରୀକୃତ; ଘୋଷିତ; ପ୍ରଚାରିତ — Disclosed; published; revealed; promulgated; divulged
- ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ତ) — ଆବିଷ୍କୃତ — Invented; discovered
- ସଂ. ବିଣ (ପ୍ର+କାଶ୍ ଧାତୁ+କର୍ମ. ତ) — (ଆଧୁନିକ) ମୁଦ୍ରଣଦ୍ୱାରା ପ୍ରକଟିତ (ପୁସ୍ତକ) — Published (book)