ପ୍ରକାଶାତ୍ମା Prakāṡātmā
- ସଂ. ବିଣ. (ବହୁବ୍ରୀହି; ପ୍ରକାଶ+ଆତ୍ମନ୍; 1 ମା. 1 ବ) — ଯାହାର ଆଚରଣ ବା ପ୍ରକୃତି ଅତି ଉଜ୍ଜ୍ୱଳ — Of brilliant character or nature
- ସଂ. ବିଣ. (ବହୁବ୍ରୀହି; ପ୍ରକାଶ+ଆତ୍ମନ୍; 1 ମା. 1 ବ) — ବ୍ୟକ୍ତସ୍ୱଭାବ — Whose self is manifested; self-evident
- ସଂ. ବିଣ. (ବହୁବ୍ରୀହି; ପ୍ରକାଶ+ଆତ୍ମନ୍; 1 ମା. 1 ବ) — ସ୍ୱୟଂଦୀପ୍ତ — Self-illuminated
- ସଂ. ବିଣ. (ବହୁବ୍ରୀହି; ପ୍ରକାଶ+ଆତ୍ମନ୍; 1 ମା. 1 ବ) — ଅତି ଉଜ୍ଜ୍ୱଳ — Very bright
- ବି — ଈଶ୍ୱର; ଭଗବାନ୍ — God
- ବି — ସୂର୍ଯ୍ୟ — The sun