ପ୍ରକାଶମାନ Prakāṡamāna

  • ସଂ. ବିଣ (ପ୍ର+କାଶ୍ ଧାତୁ+କର୍ତ୍ତୃ. ଆନ) — ଦୀପ୍ତିମାନ୍ — Dazzling; brilliant
  • ସଂ. ବିଣ (ପ୍ର+କାଶ୍ ଧାତୁ+କର୍ତ୍ତୃ. ଆନ) — ଉଜ୍ଜ୍ୱଳ — Bright; shining
  • ସଂ. ବିଣ (ପ୍ର+କାଶ୍ ଧାତୁ+କର୍ତ୍ତୃ. ଆନ) — ସ୍ପଷ୍ଟ — Clear; evident