ପ୍ରକାଶନୀୟ Prakāṡanīya

  • ସଂ. ବିଣ. (ପ୍ର+କାଶ୍ ଧାତୁ+କର୍ମ. ଅନୀୟ) — ଦର୍ଶନୀୟ — Visible
  • ସଂ. ବିଣ. (ପ୍ର+କାଶ୍ ଧାତୁ+କର୍ମ. ଅନୀୟ) — ଦେଖାଇବାର ଯୋଗ୍ୟ — Capable of being displayed or manifested
  • ସଂ. ବିଣ. (ପ୍ର+କାଶ୍ ଧାତୁ+କର୍ମ. ଅନୀୟ) — ପ୍ରଚାର ଯୋଗ୍ୟ; ପ୍ରକଟନ ଯୋଗ୍ୟ — Worth publishing