ପ୍ରକାଶତା Prakāṡatā

  • ସଂ. ବି. (ପ୍ରକାଶ+ଭାବ. ତା) — ପ୍ରତ୍ୟକ୍ଷୀଭୂତ କରଣ; ପ୍ରକଟନ — Manifestation; publication
  • ସଂ. ବି. (ପ୍ରକାଶ+ଭାବ. ତା) — ଦର୍ଶନୀୟତା — Visibility
  • ସଂ. ବି. (ପ୍ରକାଶ+ଭାବ. ତା) — ଉଜ୍ଜ୍ୱଳତା; ଦୀପ୍ତି — Brightness, luminousity
  • ସଂ. ବି. (ପ୍ରକାଶ+ଭାବ. ତା) — ସ୍ପଷ୍ଟତା — Clearness