ପ୍ରକାମଭୁକ୍ Prakāmabhuk

  • ସଂ. ବିଣ. ପୁଂ (ପ୍ରକାମ+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍; 1 ମା 1 ବ) — ପେଟ ପୂରିବା ବା ରୁଚିବା ପର୍ଯ୍ୟନ୍ତ ଖାଉଥିବା (ବ୍ୟକ୍ତି) — Eating till satisfied; eating enough (M.W.)