ପ୍ରକଳ୍ପିତ Prakaḻpita
- ସଂ. ବିଣ—(ପ୍ର+କଳ୍ପି ଧାତୁ+କର୍ମ. ତ) — ଅନୁଭାବିତ — Thought beforehand; contemplated
- ସଂ. ବିଣ—(ପ୍ର+କଳ୍ପି ଧାତୁ+କର୍ମ. ତ) — ସଂକଳ୍ପିତ — Resolved; determined
- ସଂ. ବିଣ—(ପ୍ର+କଳ୍ପି ଧାତୁ+କର୍ମ. ତ) — ଉଦ୍ଭାବିତ — Invented; devised
- ସଂ. ବିଣ—(ପ୍ର+କଳ୍ପି ଧାତୁ+କର୍ମ. ତ) — ପାତିତ (ଯଥା—ଅଶ୍ରୁ) — Shed (as tears)
- ସଂ. ବିଣ—(ପ୍ର+କଳ୍ପି ଧାତୁ+କର୍ମ. ତ) — ସ୍ଥିରୀକୃତ; ନିଶ୍ଚିତ (ହି. ଶ) — Ascertained