ପ୍ରକର୍ଷ Prakarsha

  • ସଂ. ବି—(ପ୍ର+କୃଷ୍ ଧାତୁ=ଆକର୍ଷଣ କରିବା+ଭାବ. ଅ) — ଉନ୍ନତି — Improvement
  • ସଂ. ବି—(ପ୍ର+କୃଷ୍ ଧାତୁ=ଆକର୍ଷଣ କରିବା+ଭାବ. ଅ) — ଶ୍ରେଷ୍ଠତା; ଉତ୍କର୍ଷ; ଉତ୍କୃଷ୍ଟତା; ଉତ୍ତମତା — Excellence; pre-eminence; superiority; goodness
  • ସଂ. ବି—(ପ୍ର+କୃଷ୍ ଧାତୁ=ଆକର୍ଷଣ କରିବା+ଭାବ. ଅ) — ବିଶେଷତ୍ୱ — Peculiarity; speciality; distinction
  • ସଂ. ବି—(ପ୍ର+କୃଷ୍ ଧାତୁ=ଆକର୍ଷଣ କରିବା+ଭାବ. ଅ) — ଆଧିକ୍ୟ — Intensity; excess
  • ସଂ. ବି—(ପ୍ର+କୃଷ୍ ଧାତୁ=ଆକର୍ଷଣ କରିବା+ଭାବ. ଅ) — ବିଶ୍ୱଜନୀନତ୍ୱ; ସର୍ବସାଧାରଣତ୍ୱ — Universality
  • ସଂ. ବି—(ପ୍ର+କୃଷ୍ ଧାତୁ=ଆକର୍ଷଣ କରିବା+ଭାବ. ଅ) — ନିଶ୍ଚୟତା — Absoluteness; certainty