ପ୍ରକର୍ଷଣ Prakarshaṇa
- ସଂ. ବି—(ପ୍ର+କୃଷ୍ ଧାତୁ+ଭାବ. ଅନ) — ବିଶେଷ ଭାବରେ କର୍ଷଣ — Thorough ploughing
- ସଂ. ବି—(ପ୍ର+କୃଷ୍ ଧାତୁ+ଭାବ. ଅନ) — ଆଗକୁ ଠେଲା — Pushing forth (M.W.)
- ସଂ. ବି—(ପ୍ର+କୃଷ୍ ଧାତୁ+ଭାବ. ଅନ) — ଟାଣି ଆଣିବା; ଆକର୍ଷଣ — Attracting; drawing
- ସଂ. ବି—(ପ୍ର+କୃଷ୍ ଧାତୁ+ଭାବ. ଅନ) — ଆଧିକ୍ୟ — Intensity
- ସଂ. ବି—(ପ୍ର+କୃଷ୍ ଧାତୁ+ଭାବ. ଅନ) — ପ୍ରାଧାନ୍ୟ; ଉତ୍କର୍ଷ; ଶ୍ରେଷ୍ଠତା — Excellence; superiority
- ସଂ. ବି—(ପ୍ର+କୃଷ୍ ଧାତୁ+ଭାବ. ଅନ) — କଷ୍ଟ ଦେବା — Harassing; distracting
- ସଂ. ବି—(ପ୍ର+କୃଷ୍ ଧାତୁ+ଭାବ. ଅନ) — ସର୍ବସାଧାରଣତ୍ୱ — Universality
- ସଂ. ବି—(ପ୍ର+କୃଷ୍ ଧାତୁ+ଭାବ. ଅନ) — କିଆରିରେ ଅଚା ବା ଓଡ଼ ଦେବା; ହଳ କରିବା — Drawing furrows; ploughing (M.W.)
- ସଂ. ବି—(ପ୍ର+କୃଷ୍ ଧାତୁ+ଭାବ. ଅନ) — ବନ୍ଧକୀ ଦ୍ରବ୍ୟକୁ ବ୍ୟବହାର କରିବା ଦ୍ୱାରା ମୂଳ ଟଙ୍କାର ନ୍ୟାୟ୍ୟ ସୁଧ ଅପେକ୍ଷା ଅଧିକ ଆଦାୟ ପାଇବା — Realisation in excess of the interest due on a loan by the use of the pledged article; enjoyment of the surplus income after setting off the interest in full by the use of the pledged article