ପ୍ରକରଣୀୟ Prakaraṇīya

  • ସଂ. ବିଣ—(ପ୍ରକରଣ+ସମ୍ବନ୍ଧାର୍ଥେ. ଈୟ) — ପରିଚ୍ଛେଦ ସମ୍ବନ୍ଧୀୟ — Relating to a chapter or section
  • ସଂ. ବିଣ—(ପ୍ରକରଣ+ସମ୍ବନ୍ଧାର୍ଥେ. ଈୟ) — ପ୍ରବନ୍ଧ ବିଷୟକ — Relating to the subject matter of a treatise or discourse