ପ୍ରକଟେଇବା Prakaṭeibā

  • ଦେ. (ପଦ୍ୟ)—କ୍ରି—(ପ୍ରକଟିବାର ଣିଜନ୍ତ ରୂପ) — ଅନ୍ୟ ଦ୍ୱାରା ପ୍ରକଟିତ କରାଇବା — 1. To cause to be manifested. or published
  • ଦେ. (ପଦ୍ୟ)—କ୍ରି—(ପ୍ରକଟିବାର ଣିଜନ୍ତ ରୂପ) — ପ୍ରକଟିତ କରିବା — To unfold; to manifest; to exhibit
  • ଦେ. (ପଦ୍ୟ)—କ୍ରି—(ପ୍ରକଟିବାର ଣିଜନ୍ତ ରୂପ) — ସୂରାଚାର୍ଯ୍ୟ - ଶିକ୍ଷା ଫଳେ ସେ ଛଇଳା କେତେ ଛଇ ପ୍ରକଟାଇ। ରାଧାନାଥ. ଯଯାତି।