ପୌଷ୍ଟିକ Pa̲u̲shtika
- ସଂ. ବିଣ. (ପୁଷ୍ଟି+ଇକ) — ପୁଷ୍ଟିକର — Nourishing; nutritious
- ବି — ପୁଷ୍ଟି ସାଧନ କର୍ମ — Any operation of nutrition
- ବି — ଚୂଡ଼ାକର୍ମ ସମୟରେ ପିନ୍ଧାଯିବା ଲୁଗା — A cloth put on during the ceremony of tonsure (M.W.)
- ବି — କ୍ଷୌର ସମୟରେ ଦେହରେ ପଡ଼ିବା ବସ୍ତ୍ରବିଶେଷ — An apron put over the body during shaving
- ବି — ଯେଉଁ କର୍ମ ଦ୍ୱାରା ଧନ ଜନ ଆଦିର ବୃଦ୍ଧି ହୁଏ — Any work which increases fortune and family