ପୌଲିଶ ସିଦ୍ଧାନ୍ତ Pa̲u̲liṡa siddhānta

  • ସଂ. ବି. (ପୁଲିଶ+ଅ+ସିଦ୍ଧାନ୍ତ) — ପ୍ରାଚୀନ ହିନ୍ଦୁ ଜ୍ୟୋତିଷ ଗ୍ରନ୍ଥବିଶେଷ — Name of an ancient astronomical work based on the system of Paulus Alexandrinus
  • ସଂ. ବି. (ପୁଲିଶ+ଅ+ସିଦ୍ଧାନ୍ତ) — [ଦ୍ର—ବରାହମିହିରୋକ୍ତ ପଞ୍ଚ ସିଦ୍ଧାନ୍ତ ମଧ୍ୟରୁ ପୌଲିଶ ସିଦ୍ଧାନ୍ତ ଏକତମ; ଏଥିର ଗ୍ରନ୍ଥକାରଙ୍କ ନାମ ସଂସ୍କୃତରେ 'ପୁଲିଶ' ବୋଲି ଲେଖା ଯାଇଅଛି। ପୁଲିଶଙ୍କର ଗ୍ରୀକ୍ ନାମ ପଲସ୍ ଆଲୋକ୍ଜାଣ୍ଡ୍ରାଇନସ୍ (Paulus Alexandrinus) ଥିଲା। କେହି କେହି ଏହାଙ୍କୁ ଗ୍ରୀସ୍ବାସୀ, କେହି କେହି ମିଶର୍ବାସୀ ବୋଲି କଳ୍ପନା କରନ୍ତି। ]