ପୌଲସ୍ତ୍ୟ Pa̲u̲lastya

  • ସଂ. ବି. ପୁଂ (ପୁଲସ୍ତ୍ୟ+ଅପତ୍ୟାର୍ଥେ. ଅ) — ପୁଲସ୍ତ୍ୟ ମୁନିଙ୍କ ସନ୍ତାନ — The son of Pulastya sage
  • ସଂ. ବି. ପୁଂ (ପୁଲସ୍ତ୍ୟ+ଅପତ୍ୟାର୍ଥେ. ଅ) — କୁବେର — Kubera; the God of wealth
  • ସଂ. ବି. ପୁଂ (ପୁଲସ୍ତ୍ୟ+ଅପତ୍ୟାର୍ଥେ. ଅ) — ରାବଣ — Rābaṇa; the demon king of Laṅkā
  • ସଂ. ବି. ପୁଂ (ପୁଲସ୍ତ୍ୟ+ଅପତ୍ୟାର୍ଥେ. ଅ) — କୁମ୍ଭକର୍ଣ୍ଣ — Kumbhakarṇṇa, a brother of Rābaṇa
  • ସଂ. ବି. ପୁଂ (ପୁଲସ୍ତ୍ୟ+ଅପତ୍ୟାର୍ଥେ. ଅ) — ଚନ୍ଦ୍ର — The moon (M.W.)
  • ସଂ. ବି. ପୁଂ (ପୁଲସ୍ତ୍ୟ+ଅପତ୍ୟାର୍ଥେ. ଅ) — ବିଭୀଷଣ — Bibhīshaṇa, a brother of Rābaṇa