ପୌର୍ବ୍ୱ Pa̲u̲rbba

  • ସଂ. ବିଣ. (ପୂର୍ବ+ଅ) — ପ୍ରାଚ୍ୟ; ପୂର୍ବସମ୍ବନ୍ଧୀୟ — Relating to the east; eastern
  • ସଂ. ବିଣ. (ପୂର୍ବ+ଅ) — ପ୍ରାଚୀନ; ଅତୀତକାଳସମ୍ବନ୍ଧୀୟ — Relating to the past
  • ସଂ. ବିଣ. (ପୂର୍ବ+ଅ) — ପ୍ରାଥମିକ — Prior; first