ପୌରାଣିକ Pa̲u̲rāṇika

  • ସଂ. ବିଣ. (ପୁରାଣ+ସମ୍ବନ୍ଧାର୍ଥେ. ଇକ) — ପୌରାଣ (ଦେଖ) — Pa̲u̲rāṇa (See)
  • ବି — ପୁରାଣବିତ୍ ବ୍ରାହ୍ମଣ — A Brāhmaṇa well versed in the ancient legends; a mythologist
  • ବି — ଯେଉଁ ବ୍ୟକ୍ତି ସମବେତ ଶ୍ରୋତୃବର୍ଗଙ୍କ ଆଗରେ ପୁରାଣ ପାଠ ବା ପୁରାଣ କଥା ବକ୍ତୃତା କରନ୍ତି — A person who reads or recites mythology and legends before an audience