ପୌରସ୍ତ୍ୟ Pa̲u̲rastya
- ସଂ. ବିଣ. (ପୁରସ୍+ଭାବ. ତ୍ୟ) — ପ୍ରାଚ୍ୟ; ପୂର୍ବ ଦେଶୀୟ — Eastern; oriental
- ସଂ. ବିଣ. (ପୁରସ୍+ଭାବ. ତ୍ୟ) — ସମ୍ମୁଖରେ ଅବସ୍ଥିତ — Situated in front
- ସଂ. ବିଣ. (ପୁରସ୍+ଭାବ. ତ୍ୟ) — ଅଗ୍ରେଭବ; ପ୍ରଥମ — First; prior; foremost; initial
- ବି — ପ୍ରାଚ୍ୟ ଗୌଡ଼ ଦେଶବାସିଗଣ — The people in the East Ga̲u̲ṟḍ̠a (M.W.)