ପୌରସ୍ତ୍ରୀ Pa̲u̲rastrī
- ସଂ. ବି. (କର୍ମଧା, ପୌରା= ପୁରବାସିନୀ+ ସ୍ତ୍ରୀ) — ପୁରନାରୀ; ପୁରାଙ୍ଗନା; ଘରଣୀ — A housewife
- ସଂ. ବି. (କର୍ମଧା, ପୌରା= ପୁରବାସିନୀ+ ସ୍ତ୍ରୀ) — ଅନ୍ତଃପୁରବାସିନୀ ସ୍ତ୍ରୀ — A woman of the harem
- ସଂ. ବି. (କର୍ମଧା, ପୌରା= ପୁରବାସିନୀ+ ସ୍ତ୍ରୀ) — ନଗରବାସିନୀ ସ୍ତ୍ରୀ — A woman residing in a town
- ସଂ. ବି. (କର୍ମଧା, ପୌରା= ପୁରବାସିନୀ+ ସ୍ତ୍ରୀ) — ସହରର ବେଶ୍ୟା — A prostitute of the town