ପୌରବୀ Pa̲u̲rabī
- ସଂ. ବି. ସ୍ତ୍ରୀ (ପୂରୁ+ ଅପତ୍ୟାର୍ଥେ. ଅ. ସ୍ତ୍ରୀ. ଈ) — ବସୁଦେବଙ୍କର ଏକ ପତ୍ନୀ — One of the wives of king basudeba
- ସଂ. ବି. ସ୍ତ୍ରୀ (ପୂରୁ+ ଅପତ୍ୟାର୍ଥେ. ଅ. ସ୍ତ୍ରୀ. ଈ) — [ଦ୍ର—ଏହାଙ୍କର ପ୍ରକୃତ ନାମ ରୋହିଣୀ, କିନ୍ତୁ କାଳେ ବଳରାମଙ୍କ ଜନନୀ ରୋହିଣୀଙ୍କ ନାମ ସଙ୍ଗେ ଏହାଙ୍କ ନାମର ଗଣ୍ଡ— ଗୋଳ ହେବ, ଏଥିପାଇଁ ଏହାଙ୍କୁ ଏହି ନାମ ଦିଆ ଯାଇଥିଲା।]
- ସଂ. ବି. ସ୍ତ୍ରୀ (ପୂରୁ+ ଅପତ୍ୟାର୍ଥେ. ଅ. ସ୍ତ୍ରୀ. ଈ) — ଦେଶ ଓ ମଲ୍ଲାର ରାଗର ମିଶ୍ରଣରେ ଉତ୍ପନ୍ନ ରାଗିଣୀ — A mixed tune