ପୌରନ୍ଦର Pa̲u̲randara

  • ସଂ. ବିଣ. (ପୁରନ୍ଦର+ ଅ) — ଇନ୍ଦ୍ରଙ୍କ ସମ୍ବନ୍ଧୀୟ — Relating to Indra
  • ବି. — ଜ୍ୟେଷ୍ଠା ନକ୍ଷତ୍ର (ଏଥିର ଅଧିପତି ଇନ୍ଦ୍ର) — The 18th lunar mansion