ପୌରନ୍ଦରୀ Pa̲u̲randarī

  • ସଂ. ବି. ସ୍ତ୍ରୀ. (ପୁରନ୍ଦର+ ଅ. ସ୍ତ୍ରୀ. ଈ) — (ଇନ୍ଦ୍ରାଧିଷ୍ଠିତ) ପୂର୍ବ ଦିଗ — The East
  • ସଂ. ବି. ସ୍ତ୍ରୀ. (ପୁରନ୍ଦର+ ଅ. ସ୍ତ୍ରୀ. ଈ) — ବାଳ ଜ୍ୟୋତ୍ସ୍ନା ଯୋଗେ ଧୌତ ପୌରନ୍ଦରୀ। ରାଧାନାଥ. ଚିଲିକା।