ପୌର ସଖ୍ୟ Pa̲u̲ra sakhya

  • ସଂ ବି. (ପୁର+ ସଖି+ ଯ) — ଏକ ନଗରରେ ବା ଗ୍ରାମରେ ବାସ କରୁଥିବା ଯୋଗୁଁ ପରସ୍ପର ବନ୍ଧୁତା — Fellowcitizenship; mutual friendship between co-townsmen or co-villagers