ପୌନର୍ଭବ Pa̲u̲narbhaba

  • ସଂ. ବି. ପୁଂ (ପୁନର୍ଭୂ+ ଅପତ୍ୟାର୍ଥେ. ଅ) — ପୁନର୍ଭୂର ପୁତ୍ର; ବିଧବାର ଗର୍ଭରେ ପୁନର୍ବିବାହିତ ସ୍ୱାମୀଙ୍କ ଔରସଜାତ ସନ୍ତାନ — 1. Son of a remarried widow; the son of a widow by her second marriage
  • ସଂ. ବି. ପୁଂ (ପୁନର୍ଭୂ+ ଅପତ୍ୟାର୍ଥେ. ଅ) — [ଦ୍ର—ଏହି ପୁତ୍ର ହିନ୍ଦୁ ସ୍ମୃତି ଲିଖିତ 12 ପ୍ରକାର ପୁତ୍ର ମଧ୍ୟରୁ ଏକତମ।] — [ଦ୍ର—ଏହି ପୁତ୍ର ହିନ୍ଦୁ ସ୍ମୃତି ଲିଖିତ12ପ୍ରକାର ପୁତ୍ର ମଧ୍ୟରୁ ଏକତମ]
  • ସଂ. ବି. ପୁଂ (ପୁନର୍ଭୂ+ ଅପତ୍ୟାର୍ଥେ. ଅ) — ବିଧବା ବିବାହ କରିଥିବା ପୁରୁଷ (ହି. ଶବ୍ଦସାଗର) — A male who has married a widow
  • ବିଣ — ପୁନର୍ବିବାହିତା ବିଧବା ସମ୍ବନ୍ଧୀୟ — Relating to or connected with a remarried widow
  • ବିଣ — ପୁନର୍ବାର ଜାତ — Born again
  • ବିଣ — ପୁନର୍ବାର ଘଟିବା; ଅଧିକା — Additional; repeated; recurring