ପୌନର୍ଭବା Pa̲u̲narbhabā

  • ସଂ. ବି. ସ୍ତ୍ରୀ. (ପୁନର୍ଭୂ+ ଅ+ ସ୍ତ୍ରୀ. ଆ) — ବରପୂର୍ବା କନ୍ୟା; ଯେଉଁ କନ୍ୟା ଥରେ ଜଣେ ସ୍ୱାମୀଙ୍କୁ ଅର୍ପିତ ହୋଇଥାଏ — A girl who has been formally betrothed or joined to a husband by words or by ceremonial rites
  • ସଂ. ବି. ସ୍ତ୍ରୀ. (ପୁନର୍ଭୂ+ ଅ+ ସ୍ତ୍ରୀ. ଆ) — [ଦ୍ର—କାଶ୍ୟପଙ୍କ ମତରେ 1 . ବାଗ୍ଦତ୍ତା 2 . ମନୋଦତ୍ତା, 3 . କୃତକୌତୁକମଙ୍ଗଳା (ଯାହା ହାତରେ କୌତୁକସୂତ୍ର ବନ୍ଧା ହୋଇ ସାରି ଥାଏ), 4 . ଉଦକସ୍ପର୍ଶିତା (ଯାହା ଉପରେ କୋଇଲି ବୁଡ଼ ପାଣି ଛିଞ୍ଚା ହୋଇ ସାରି ଥାଏ), 5 . ପାଣିଗୃହିତିକା (ଯାହାର ପାଣିଗ୍ରହଣ ବା ହାତଗଣ୍ଠି ବିଧି ବେଦୀ ଉପରେ ସରି ଯାଇଥାଏ), 6 . ଅଗ୍ନି ପରିଗତା (ଯାହାର ବେଦୀ ଉପରେ ସ୍ୱାମୀ ସଙ୍ଗେ ହୋମ ସରି ଯାଇଥାଏ) ଓ 7 . ପୁନର୍ଭୂପ୍ରଭବା; ଏପରି 7 ପ୍ରକାର କନ୍ୟାଙ୍କୁ ପୌନର୍ଭବା କନ୍ୟା ବୋଲାଯାଏ। ହି. ଶ. ] — [ଦ୍ର—କାଶ୍ୟପଙ୍କ ମତରେ1. ବାଗ୍ଦତ୍ତା2. ମନୋଦତ୍ତା,3. କୃତକୌତୁକମଙ୍ଗଳା (ଯାହା ହାତରେ କୌତୁକସୂତ୍ର ବନ୍ଧା ହୋଇ ସାରି ଥାଏ),4. ଉଦକସ୍ପର୍ଶିତା (ଯାହା ଉପରେ କୋଇଲି ବୁଡ଼ ପାଣି ଛିଞ୍ଚା ହୋଇ ସାରି ଥାଏ),5. ପାଣିଗୃହିତିକା (ଯାହାର ପାଣିଗ୍ରହଣ ବା ହାତଗଣ୍ଠି ବିଧି ବେଦୀ ଉପରେ ସରି ଯାଇଥାଏ),6. ଅଗ୍ନି ପରିଗତା (ଯାହାର ବେଦୀ ଉପରେ ସ୍ୱାମୀ ସଙ୍ଗେ ହୋମ ସରି ଯାଇଥାଏ) ଓ7. ପୁନର୍ଭୂପ୍ରଭବା; ଏପରି7ପ୍ରକାର କନ୍ୟାଙ୍କୁ ପୌନର୍ଭବା କନ୍ୟା ବୋଲାଯାଏ ହି. ଶ. ]