ପୌନଃପୁନିକତା Pa̲u̲naḥpunikatā

  • ସଂ. ବି. (ପୁନଃପୁନିକ+ ଭାବ. ତା) — ପୁନଃ ପୁନଃ ଘଟୁଥିବା ଅବସ୍ଥା — Reiteration; repetition
  • ସଂ. ବି. (ପୁନଃପୁନିକ+ ଭାବ. ତା) — ପୁନଃ ପୁନଃ ଉଲ୍ଲେଖ ବା ଉଚ୍ଚାରଣ ବା କଥନ — Frequent repetition of a matter