ପୌଦ୍ଗଳିକ Pa̲u̲dgaḻika
- ସଂ. ବିଣ. (ପୁଦ୍ଗଳ+ ଇକ) — ଦେହ ସମ୍ବନ୍ଧୀୟ — Relating to the body
- ସଂ. ବିଣ. (ପୁଦ୍ଗଳ+ ଇକ) — ଆତ୍ମା ସମ୍ବନ୍ଧୀୟ — Relating to the soul
- ସଂ. ବିଣ. (ପୁଦ୍ଗଳ+ ଇକ) — ପରମାଣୁ ସମ୍ବନ୍ଧୀୟ — Atomic; molecular
- ସଂ. ବିଣ. (ପୁଦ୍ଗଳ+ ଇକ) — ବିଷୟାନୁରକ୍ତ (ହି. ଶବ୍ଦସାଗର) — Devoted to worldly affairs