ପୌତ୍ରିକ Pa̲u̲trika

  • ସଂ. ବି. (ପୁତ୍ରିକା= ନିକିଟି ମହୁମାଛି+ ଅ) — ପୌତ୍ତିକ; ନିକୁଟିମହୁ — A kind of pale-coloured honey gathered by small bees
  • ସଂ. ବି. (ପୁତ୍ରିକା= ନିକିଟି ମହୁମାଛି+ ଅ) — [ଦ୍ର—ଏ ମହୁ ଦେଖିବାକୁ ଘୃତ ପରି ପିଙ୍ଗଳ ବର୍ଣ୍ଣ। ଏ ମହୁମାଛିମାନେ ସାଧାରଣତଃ ଗଛର କୋରଡ଼ରେ ଓ ଘର କାନ୍ଥର କଣାରେ ଫେଣା କରନ୍ତି।]
  • ବିଣ. (ପୁତ୍ର+ ଇକ) — ପୁତ୍ର ସମ୍ବନ୍ଧୀୟ — Relating to the son
  • ବିଣ. (ପୁତ୍ର+ ଇକ) — (ପୌତ୍ର+ ଇକ) ପୌତ୍ର ସମ୍ବନ୍ଧୀୟ — Relating to the grandson