ପୌତ୍ରିକେୟ Pa̲u̲trikeya

  • ସଂ. ବି. ପୁଂ. (ପୁତ୍ରିକା+ ଅପତ୍ୟାର୍ଥେ. ଏୟ) — ଦୌହିତ୍ର; ଝିଅର ପୁଅ ନାତି — Daughter's son; grandson
  • ସଂ. ବି. ପୁଂ. (ପୁତ୍ରିକା+ ଅପତ୍ୟାର୍ଥେ. ଏୟ) — ପୁତ୍ରିକା ପୁତ୍ର (ଦେଖ) — Putrikā putra (See)