ପୌତି ନାସିକ୍ୟ Pa̲u̲ti nāsikya

  • ସଂ. ବି. (ପୂତି ନାସିକା+ ଉତ୍ପନ୍ନାର୍ଥେ. ଯ) — ସିଂଘାଣୀ; ନାସିକାମଳ; ନାକର ବକୁଳୀ — The slimy exudation from the nostril
  • ସଂ. ବି. (ପୂତି ନାସିକା+ ଉତ୍ପନ୍ନାର୍ଥେ. ଯ) — ପୀନସ ରୋଗ (ହି. ଶ.) — Polypus of the nose