ପୌଣ୍ଡ୍ର Pa̲u̲ṇḍra

  • ସଂ. ବି. (ପୁଣ୍ଡ୍ର+ ଅ) — ପୁଣ୍ଡ୍ର ଦେଶ; ପ୍ରାଚୀନ ଗୌଡ଼ ଦେଶ; ଆଧୁନିକ ବିହାରର ଦକ୍ଷିଣାଂଶ — The ancient name of the country extending from the Ganges along the south of Bihar
  • ସଂ. ବି. (ପୁଣ୍ଡ୍ର+ ଅ) — ପୁଣ୍ଡ୍ର ଦେଶବାସୀ ବ୍ୟକ୍ତି — Inhabitant of Puṇḍra country
  • ସଂ. ବି. (ପୁଣ୍ଡ୍ର+ ଅ) — ଭୀମସେନଙ୍କ ଶଙ୍ଖର ନାମ — Name of the conch blown by Bhīma
  • ସଂ. ବି. (ପୁଣ୍ଡ୍ର+ ଅ) — ପୁଣ୍ଡ୍ର ଆଖୁ — A kind of pale straw-coloured sugarcane