ପୋଡ଼ିପାଡ଼ି ଦେବା Poṟḍ̠ipāṟḍ̠i debā
- ଦେ. କ୍ରି—(ନିରର୍ଥକ ସହଚର ଶବ୍ଦ) — ନିଃଶେଷ ରୂପେ ପୋଡ଼ି ଦେବା — To burn a thing to ashes
- ଦେ. କ୍ରି—(ନିରର୍ଥକ ସହଚର ଶବ୍ଦ) — (ଯଥା—ସୈନ୍ୟମାନେ ଗ୍ରାମକୁ ପୋଡ଼ିପାଡ଼ି ଦେଲେ)
- ଦେ. କ୍ରି—(ନିରର୍ଥକ ସହଚର ଶବ୍ଦ) — (ଲକ୍ଷଣାର୍ଥ) ସର୍ବଥା ମନରୁ ପାଶୋରି ଦେବା — (figurative) To forget a thing totally