ପୋଡ଼ି ଯାଉ Poṟḍ̠i j̄āu

  • ଦେ. ଅ. (ଖେଦ ବା ବିରକ୍ତିବ୍ୟଞ୍ଜନ ଉକ୍ତି) — ଛାଡ଼ ସେ କଥା ! ଅମୁକ ବିଷୟରେ ଉଲ୍ଲେଖ କରନା — Don't mention the subject
  • ଦେ. ଅ. (ଖେଦ ବା ବିରକ୍ତିବ୍ୟଞ୍ଜନ ଉକ୍ତି) — (ଯଥା—ମୋ ଦିହ କଥା ପୋଡ଼ି ଯାଉ ! ମୋ ବାବାଙ୍କ ଦିହ ତ ଭଲ ହେବାକୁ ନାହିଁ।)
  • ଦେ. ଅ. (ଖେଦ ବା ବିରକ୍ତିବ୍ୟଞ୍ଜନ ଉକ୍ତି) — (ଅମୁକ ବସ୍ତୁ ବା ବିଷୟ) ଥିଲେ କେତେ, ଗଲେ କେତେ?; (ଉକ୍ତ ପ୍ରସଙ୍ଗ ବା ବସ୍ତୁ) ଚୁଲିକି ଯାଉଁ — Damn (the matter) ! I care a fig for it ! Let it go to dogs
  • ଦେ. ଅ. (ଖେଦ ବା ବିରକ୍ତିବ୍ୟଞ୍ଜନ ଉକ୍ତି) — ବୁଢ଼ା ମାକଡ଼ରେ ବୁଢ଼ା ମାକଡ଼ ! (ମୋ) ବରକୋଳି ପାଚିଲା; ପୋଡ଼ି ଯାଉ ତୋ ବରକୋଳି, ମୋ ଟିରିକି ନାଚିଲା। ବୁଢ଼ାମାକଡ଼ କାହାଣୀ।