ପୋଡ଼ି ଖାଇବା Poṟḍ̠i khāibā
- ଦେ. କ୍ରି — (ଲକ୍ଷଣାର୍ଥ) ସର୍ବଥା ତ୍ୟାଗ କରିବା — (figurative) To give up altogether
- ଦେ. କ୍ରି — (ଯଥା—ଏବେ ଭୁଆଷୁଣୀମାନେ ଲାଜକୁ ପୋଡ଼ି ଖାଇଲେଣି।)
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ସର୍ବନାଶ ଘଟାଇବା — 2. (figurative) To cause a person's rain
- ଦେ. କ୍ରି — ପାଶୋରି ପକାଇବା — To forget