ପୋଡ଼ାନାରଙ୍ଗ Poṟḍ̠ā nāraṅga

  • ଦେ. ବି — ଶିଶୁମାନଙ୍କ ମୁହଁରେ ଓ ଦେହରେ ହେବା ଚେକା ଚେକା ଫୋଟକା ପରି ବ୍ରଣ ରୋଗବିଶେଷ — A kind of eruption bursting out on the limbs and face of infants
  • ଦେ. ବି — [ଦ୍ର—ଶିଶୁକାଠର ତେଲ ଲଗାଇଲେ ଏହା ଭଲ ହୁଏ।]