ପୋଡ଼ା ମୁଢ଼ି Poṟḍ̠ā muṟḍ̠hi

  • ଦେ. ବି — (ପୋଡ଼ା ମୁଢ଼ି ପରି) ଅଖାଦ୍ୟ ଓ ମୂଲ୍ୟହୀନ ବସ୍ତୁ — A worthless and valueless thing (as burnt parched rice.)
  • ଦେ. ବି — [ଦ୍ର—ମୁଁ ତାଙ୍କ ଘରେ ଦୁଇ ଦିନ ଉପବାସ ରହିଲି ଯେ ମୋତେ ପୋଡ଼ା ମୁଢ଼ି ଗଣ୍ଡାଏ ସୁଦ୍ଧା କେହି ଖାଇବାକୁ ଦେଲେ ନାହିଁ।]