ପୋଡ଼ା ମୁହାଁ Poṟḍ̠ā muhāñ

  • ଦେ. ବିଣ. ପୁଂ. (ଗାଳିରେ ବ୍ୟବହୃତ) — ମୁହଁପୋଡ଼ା; ଯାହାର ମୁହଁ ପୋଡ଼ି ଯାଇଅଛି — Having a burnt or charred face
  • ଦେ. ବିଣ. ପୁଂ. (ଗାଳିରେ ବ୍ୟବହୃତ) — ଅମଙ୍ଗୁଳିଆ — Bringing ill luck
  • ଦେ. ବିଣ. ପୁଂ. (ଗାଳିରେ ବ୍ୟବହୃତ) — ଅସୁନ୍ଦରମୁହାଁ — Having an ugly face