ପୋଡ଼ା ମାଟି Poṟḍ̠ā māṭi

  • ଦେ. ବି — ଚୁଲି ଭିତରର ମାଟି (ଯାହାକି ଅଗ୍ନି ସଂଯୋଗରେ ଉତ୍ତମ ରୂପେ ଦଗ୍ଧ ହୋଇଥାଏ) — Burnt earth from the walls of an oven
  • ଦେ. ବି — [ଦ୍ର—ଏହାକୁ କେହି କେହି ଗର୍ଭିଣୀ ଖାଇବାକୁ ସୁଖ ପାଆନ୍ତି।]