ପୋଡ଼ ପିଠା Poṟḍ̠a piṭhā
- ଦେ. ବି. (ସଂ. ପୁଟ ଓ ପିଷ୍ଟକ) — ଚାଉଳ ଓ ବିରି ବଟାରେ ମିଠା ଓ ମସଲା ଆଦି ଗୋଳି ତାକୁ କଦଳୀ ପତ୍ରରେ ପିଣ୍ଡୁଳା କରି ବାନ୍ଧି ପାଉଁଶ ମଧ୍ୟରେ ପୋତି ଉପରେ ଓ ତଳେ ଦହକ ନିଆଁର ଉତ୍ତାପରେ ସିଦ୍ଧ କରି ପ୍ରସ୍ତୁତ କରିବା ପିଠା — A cake made of a packet containing kneaded and sweetened flour-paste baked inside a heap of live charcoal and hot ashes